Educate Faq Oriya

FAQs

  • 1. ମୁଁ କାହାକୁ ଶିଖେଇ ପାରିବି ?

    ଆପଣ ନିଜ ପରିବାର ର ସଦସ୍ୟ,ବନ୍ଧୁ,ପଡୋଶୀ,ଘର କାମରେ ସାହାଯ୍ୟ କରୁଥିବା ବ୍ୟକ୍ତି,ପାଖ ଦୋକାନୀ ଆଦିଙ୍କୁ ଶିଖେଇ ପାରିବେ ।

  • 2. ମୋର ଯୋଗଦାନ କେମିତି ଜଣାପଡିବ ?

    ଯେ କୌଣସି ଉପଭୋକ୍ତାଙ୍କୁ,Paytm ର ଉପଯୋଗ ଶିଖେଇବା ପରେ ,ତାହା ପରେ Paytm ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଲେଖି ଏକ SMS 9958025050 କୁ ପଠାନ୍ତୁ । ଏଥିରୁ ଆମକୁ ଏହା ସୁନିଶ୍ଚିତ ହେବ ଯେ ଆପଣ ଜଣେ ଭାରତୀୟ ସାଥୀଙ୍କୁ ଡିଜିଟାଲ କ୍ରାନ୍ତି ରେ ଯୋଡ଼ିଲେ

    SMS ର ଉଦାହରଣ:

  • 3. କଣ ମୁଁ ଟ୍ରାକ କରିବା ପାଇଁ ଗୋଟିଏ SMS ରେ ଏକରୁ ଅଧିକ ନମ୍ବର ପଠେଇପାରିବି?

    ନା,ଟ୍ରାକ କରିବା ପାଇଁ ଗୋଟିଏ SMS ରେ ମାତ୍ର ଗୋଟିଏ ମୋବାଇଲ ନମ୍ବର ପଠେଇପାରିବେ

  • 4. ମୁଁ କେତେଜଣଙ୍କୁ ଶିଖେଇଛି ,ଏହା କିପରି ଜାଣି ପାରିବି?

    ଏଥିପାଇଁ 7053-111-897 ରେ ଏକ ମିସଡ଼ କଲ ଦିଅନ୍ତୁ! ମିସଡ଼ କଲ ଦେବା ସାଥିରେ ହିଁ ଆପଣଙ୍କୁ ନିଜ ମୋବାଇଲ ରେ ଆପଣଙ୍କ ଦ୍ୱାରା ଶିଖାଯାଇଥିବା ଲୋକମାନଙ୍କ ସଂଖ୍ୟା ସହ ସମ୍ବନ୍ଧିତ ବିବରଣୀ ସାଥିରେ ଏକ SMS ପ୍ରାପ୍ତହେବ ।

  • 5. ବିଜେତାଙ୍କ ଘୋଷଣା କେବେ ହେବ ?

    ବିଜେତାଙ୍କ ଘୋଷଣା ଏପ୍ରିଲ 2017 ରେ କରାଯିବ ।

  • 6. ବିଜେତାଙ୍କ ଚୟନ କିପରି ହେବ ?

    ଆମେ ବିଜେତାଙ୍କ ଚୟନ ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୱେକ ଜିଲ୍ଲାରୁ ପ୍ରାପ୍ତ ହେଇଥିବା ସଂଖ୍ୟା ଏବଂ ନାମାଙ୍କନ ର ଗୁଣବତ୍ତ ଆଧାର ରେ କରାଯିବ ।

  • 7. ଏକ ଗୁଣବତ୍ତ ନାମାଙ୍କନ କୁ ଆପଣ କେଉଁ ଆଧାର ରେ ବାଛିବେ ?

    ଆମେ ଯାଞ୍ଚ କରିବୁ ଯେ ଆପଣଙ୍କ ଦ୍ୱାରା କରାଯାଇଥିବା ନମାଙ୍କିତ Paytm ଉପଭୋକ୍ତା ଆପଣଙ୍କ Paytm ର ଉପଯୋଗ ଶିଖିବା ପାଇଁ ପରେ ସକ୍ରିୟ ହେଇଛି ନା ନାହିଁ ।

  • 8. ନିଜର କୌଣସି ପ୍ରଶ୍ନ ଅଥବା ପ୍ରତିକ୍ରିୟା ପାଇଁ ମୁଁ Paytm ସହ କେମିତି ସମ୍ପର୍କ କରିପାରିବି ?

    ଆପଣ ଆପଣଙ୍କ ପ୍ରଶ୍ନ ଆମକୁ volunteer.helpdesk@paytm.com ରେ ପଠେଇପାରିବେ. ଆମେ ଶୀଘ୍ରହିଁ ଆପଣଙ୍କୁ ସମ୍ପର୍କ କରିବୁ ।

  • 9. Paytm ଗ୍ରାହକ ନିଜର ୱାଲେଟ ଅପଗ୍ରେଡ଼ (KYC) କରିବାକୁ ଚାହୁଁଛି, ମତେ କଣ କରିବାକୁ ପଡିବ ?

    Paytm ଗ୍ରାହକଙ୍କ ମୋବାଇଲ ନମ୍ବର ଆମକୁ volunteer.helpdesk@paytm.com ରେ ପଠାନ୍ତୁ. ଆମେ ୱାଲେଟ ଅପଗ୍ରେଡ଼ ବିଷୟରେ ଗ୍ରାହକଙ୍କୁ ସମ୍ପର୍କ କରିବୁ ।

  • 10. ମୁଁ Paytm କୁ କେମିତି ସୂଚିତ କରିବି ଯେ ମୁଁ ଏମିତି ଏକ ଦୋକାନର sign up କରିଛି, ଯାହା ଏବେ Paytm ରୁ ପୈଠ ସ୍ୱୀକାର କରିବ ?

    ଦୋକାନକୁ Paytm ରେ Sign Up କରିବା ପରେ, ଦୟାକରି ତଳେ ଦିଆଯାଇଥିବା ଫର୍ମ ଭରନ୍ତୁ, ଅଧିକ ରୁ ଅଧିକ ମୋରଚାନ୍ତ ଯୋଡନ୍ତୁ ଏବଂ ପ୍ରତିଯୋଗିତା କୁ ଜିତିବା ର ମୌକା ବଢ଼ାନ୍ତୁ ।
    http://tiny.cc/paytmeducate

  • 11. ମୁଁ ଏକ ସଂସ୍ଥା /ସଂଗଠନ, ଏବଂ ଏହି କାର୍ଯ୍ୟକ୍ରମ ପାଇଁ ଅଧିକ ସଂଖ୍ୟାରେ ଅଧିକ ସଂଖ୍ୟାରେ ଭଲ୍ୟୁନ୍ଟିଆର ଯୋଡିବାକୁ ଚାହୁଁଚି, ମତେ କଣ କରିବାକୁ ପଡିବ ?

    ଆମେ ପ୍ରତ୍ୱେକ ଭଲ୍ୟୁନ୍ଟିଆର ବିଷୟରେ ତଳେ ପଚରା ଯାଇଥିବା ବିବରଣୀ teach@paytm.com ରେ ପଠାନ୍ତୁ. ଆମେ ଶୀଘ୍ର ହିଁ ଆପଣଙ୍କୁ ସମ୍ପର୍କ କରିବୁ ।

    • ଭଲ୍ୟୁନ୍ଟିଆରଙ୍କ ନାମ
    • ମୋବାଇଲ ନମ୍ବର
    • ଇ-ମେଲ
    • ସହର
    • ଜିଲ୍ଲା
    • ରାଜ୍ୟ

T&Cs

  • 10,000 ବିଜେତାଙ୍କୁ 2100 ଟଙ୍କାର ଛାତ୍ରବୃତି ଏବଂ 1 ଲକ୍ଷ ପ୍ରମାଣପତ୍ର ଦିଆଯିବ |
  • ପୁରସ୍କାର ରାଶି Paytm କ୍ୟାସ ରୂପେ ଦିଆଯିବ ।
  • ପୁରସ୍କାର ଏବଂ ପ୍ରମାଣପତ୍ର ପାଇଁ ବିଜେତାଙ୍କ ଚୟନ ,ଡିଜିଟାଲ ପୈଠ କୁ ବଢାଇବା,Paytm ବିଷୟରେ ଜାଗରଣ ବଢେଇବା ଏବଂ Paytm ଦ୍ୱାରା ପୈଠ ସ୍ୱୀକାର କରୁଥିବା ବିକ୍ରେତାଙ୍କୁ ଯୋଡିବା ଆଧାରରେ କରାଯିବ
  • ଆମର ପ୍ରୟାସ ହେବ ପ୍ରତ୍ୱେକ ରାଜ୍ୟରେ ନ୍ୟୁନତମ 10 ବିଜେତାଙ୍କୁ ₹ 2100 ର ଛାତ୍ରବୃତ୍ତି ଏବଂ ପ୍ରମାଣପତ୍ର ଦିଆଯାଉ ।
  • ବିଜେତାଙ୍କ ଘୋଷଣା ଏପ୍ରିଲ 2017 ରେ କରାଯିବ ।
  • Paytm ର ଯେଉଁ ଟିମ ସାଥିରେ ବିଜେତା କାମ କରୁଛନ୍ତି,ତାଙ୍କ ତରଫରୁ ଅନୁମୋଦନ ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ମହତ୍ୱ ଦେଇ ₹ 2100 ର ଛାତ୍ରବୃତ୍ତି ଏବଂ ପ୍ରମାଣପତ୍ର ପାଇଁ ଚୟନ କରାଯିବ ।
  • Paytm ବିନା କୌଣସି ପୂର୍ବ ସୂଚନା ର ପୁରସ୍କାର ସହ ସମ୍ବନ୍ଧିତ ନିୟମ ଏବଂ ସର୍ତ୍ତଗୁଡିକ ରେ ବଦଳ କରିବାର ଅଧିକାର ନିଜ ପାଖେ ସୁରକ୍ଷିତ ରଖେ ।